GLOSSARY OF COMMERCE (English-Odia)
Commission for Scientific and Technical Terminology (CSTT)
A 1
ଏ’ ୱାନ୍ ପ୍ରଥମ ଶ୍ରେଣୀ ଉଚ୍ଚକୋଟୀର
a given period
ପ୍ରତ୍ୟାଭୁତ ବାର୍ଷିକୀ
A.A.R.(against all risks)
ସର୍ବ ସଙ୍କଟ ନିମିତ୍ତ
A.P.(Additional Premium)
ଅତିରିକ୍ତ ପ୍ରିମିୟମ
A/c payee crossing
ଏକାଉଣ୍ଟ ପେୟି ରେଖାଙ୍କନ, ପ୍ରାପକ ହିସାବ ଉଲ୍ଲିଖିତ ରେଖାଙ୍କନ
A/c(account)
ହିସାବ
ab initio
ଆରମ୍ଭରୁ
abandonment
ପରିତ୍ୟାଗ, ପରିହାର, ପରିବର୍ଜନ
abandonment clause
ପରିହାର, ପରିବର୍ଜନ ଖଣ୍ଡ
abandonment of voyage
ସମୁଦ୍ର ଯାତ୍ରା ବର୍ଜନ
abatement
ହ୍ରାସ, ଉପଶମନ
abatement of duty
ଶୁଳ୍କହ୍ରାସ
abatement of purchase money
କ୍ରୟଧନ ରାଶି ହ୍ରାସ
ABC analysis
ଏ.ବି.ସି. ବିଶ୍ଳେଷଣ
abetment
ଅସତ୍ କାର୍ଯ୍ୟରେ ସହାୟତା, ଅସତ୍ ପ୍ରବର୍ତ୍ତନା
abeyance
ସ୍ଥଗିତ, ସ୍ଥଗନ
abnormal
ଅସ୍ୱାଭାବିକ, ଅନିୟମିତ
abnormal curve
ଅସ୍ୱାଭାବିକ ବକ୍ରରେଖା
abnormal loss
ଅସ୍ୱାଭାବିକ କ୍ଷତି
aboard